ପାରାସ Pārāsa

  • ଦେ. ବି. — ପାରା — Mercury
  • ଦେ. ବି. — ରାମାୟଣୋକ୍ତ ମର୍କଟ ସେନାପତିବିଶେଷ — A monkey-chief described in the Rāmāyaṇa
  • ଦେ. ବି. — ( 1+2 ) ବ୍ୟବସ୍ଥିତେ ଦୁବର୍ଣ୍ଣ କରି ଦେଲା ସୁବର୍ଣ୍ଣ ପାରାସ ମିଶି ଘନ ଘନ ସେ। ଭଞ୍ଜ, ବୈଦେହୀଶବିଳାସ। — (1+2) ବ୍ୟବସ୍ଥିତେ ଦୁବର୍ଣ୍ଣ କରି ଦେଲା ସୁବର୍ଣ୍ଣ ପାରାସ ମିଶି ଘନ ଘନ ସେ ଭଞ୍ଜ, ବୈଦେହୀଶବିଳାସ