ପାରମିତ Pāramita
- ସଂ. ବିଣ (ପାରଂ+ଇ ଧାତୁ=ଯିବା+କର୍ତ୍ତୃ. ତ) — ଅନ୍ୟ ପାରକୁ ଯାଇଥିବା — Gone to the opposite bank (Apte)
- ସଂ. ବିଣ (ପାରଂ+ଇ ଧାତୁ=ଯିବା+କର୍ତ୍ତୃ. ତ) — ପାରି ହୋଇଥିବା; ଯାହାକୁ କେହି ପାର ହୋଇଥାଏ — Crossed; transversed (Apte)
- ସଂ. ବିଣ (ପାରଂ+ଇ ଧାତୁ=ଯିବା+କର୍ତ୍ତୃ. ତ) — ସର୍ବୋତ୍କୃଷ୍ଟ; ଯତ୍ପରୋନାସ୍ତି — Transcendent