ପାପ ଭାକ୍ Pāpa bhāk

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ପାପ+ ଭାଜ୍ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା. 1 ବ.) — ପାପ — Sinning
  • ସଂ. ବିଣ. ପୁଂ ଓ ସ୍ତ୍ରୀ (ପାପ+ ଭାଜ୍ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା. 1 ବ.) — ପାପର ଫଳ ଭୋଗୀ — Sharing the punishment for a sin