ପାଦ୍ୟ Pādya
- ସଂ. ବି. (ପାଦ+ନିମିତ୍ତାର୍ଥେ ଯ) — ଆଗନ୍ତୁକ ମାନ୍ୟବ୍ୟକ୍ତିଙ୍କ ପାଦପ୍ରକ୍ଷାଳନାର୍ଥ ଜଳ — Water for washing the feet of a venerable guest
- ସଂ. ବି. (ପାଦ+ନିମିତ୍ତାର୍ଥେ ଯ) — ପାଦୋଦକ — Water with which the feet have been washed
- ସଂ. ବିଣ. (ପାଦ+ଯ) — ପାଦ ସମ୍ବନ୍ଧୀୟ — Relating to the foot