ପାତକ Pātaka
- ସଂ. ବି.—(ପତ୍ ଧାତୁ ଣିଚ. ପାତି ଧାତୁ=ତଳକୁ ପକାଇବା+ କର୍ତ୍ତୃ. ଅକ; ଯାହା ମନୁଷ୍ୟର ଅଧଃପତନ ଘଟାଏ) — ପାପ — Sin
- ସଂ. ବି.—(ପତ୍ ଧାତୁ ଣିଚ. ପାତି ଧାତୁ=ତଳକୁ ପକାଇବା+ କର୍ତ୍ତୃ. ଅକ; ଯାହା ମନୁଷ୍ୟର ଅଧଃପତନ ଘଟାଏ) — କରଇ ସେ ପାତକମାନଙ୍କୁ ଧ୍ୱଂଶନ। କୃଷ୍ଣସିଂହ, ମହାଭାରତ, ଆଦି।
- ସଂ. ବି.—(ପତ୍ ଧାତୁ ଣିଚ. ପାତି ଧାତୁ=ତଳକୁ ପକାଇବା+ କର୍ତ୍ତୃ. ଅକ; ଯାହା ମନୁଷ୍ୟର ଅଧଃପତନ ଘଟାଏ) — ଦୋଷ; ଅପରାଧ — Guilt; crime
- ସଂ. ବି.—(ପତ୍ ଧାତୁ ଣିଚ. ପାତି ଧାତୁ=ତଳକୁ ପକାଇବା+ କର୍ତ୍ତୃ. ଅକ; ଯାହା ମନୁଷ୍ୟର ଅଧଃପତନ ଘଟାଏ) — ପତନକାରକ ବସ୍ତୁ; ଯାହା ପତନ ଘଟାଏ — That which causes something to fall down
- ସଂ. ବି.—(ପତ୍ ଧାତୁ ଣିଚ. ପାତି ଧାତୁ=ତଳକୁ ପକାଇବା+ କର୍ତ୍ତୃ. ଅକ; ଯାହା ମନୁଷ୍ୟର ଅଧଃପତନ ଘଟାଏ) — ମନୁଷ୍ୟର ଅଧଃପତନର ହେତୁ — The cause of one's downfall or ruin
- ସଂ. ବି.—(ପତ୍ ଧାତୁ ଣିଚ. ପାତି ଧାତୁ=ତଳକୁ ପକାଇବା+ କର୍ତ୍ତୃ. ଅକ; ଯାହା ମନୁଷ୍ୟର ଅଧଃପତନ ଘଟାଏ) — [ଦ୍ର—ପାତକ ଦୁଇ ପ୍ରକାର—( 1 )ମହାପାତକ;( 2 ) ଉପ— ପାତକ। — [ଦ୍ର—ପାତକ ଦୁଇ ପ୍ରକାର—(1)ମହାପାତକ;(2) ଉପ— ପାତକ
- ସଂ. ବି.—(ପତ୍ ଧାତୁ ଣିଚ. ପାତି ଧାତୁ=ତଳକୁ ପକାଇବା+ କର୍ତ୍ତୃ. ଅକ; ଯାହା ମନୁଷ୍ୟର ଅଧଃପତନ ଘଟାଏ) — ବ୍ରହ୍ମହତ୍ୟା, ସ୍ତ୍ରୀହତ୍ୟା, ଗୋହତ୍ୟା, ଗୁରୁପତ୍ନୀଗମନ ଓ ବାଳକ ହତ୍ୟା ଏଗୁଡ଼ିକ ଶାସ୍ତ୍ର ଅନୁସାରେ ମହାପାତକ ବା ମହାପାପ — (henious sins)ଅଟେ ମତାନ୍ତରରେ ବ୍ରହ୍ମହତ୍ୟା, ଗୋହତ୍ୟା, ସୁରାପାନ, ସ୍ତେୟ ବା ଚୋର୍ଯ୍ୟ ଓ ଗୁର୍ବଙ୍ଗନାସଙ୍ଗମ ଏ ପାଞ୍ଚଟି ମହା— ପାତକ ଅଟେ (ମନୁ1155); ମିଥ୍ୟାକଥନ, ସୁରାପାନ, ଅବିବାହିତା କନ୍ୟାରମଣ, ପରସ୍ତ୍ରୀଗମନ ଓ କୃତଘ୍ନତା; ଶାସ୍ତ୍ର ଅନୁସାରେ ଏ ଗୁଡ଼ିକ ଉପପାତକ ବା ଲଘୁତର ପାପ(lesser sins).ହିନ୍ଦୁ ସ୍ମୃତିଶାସ୍ତ୍ରରେ ଆହୁରି54ଟି ଉପପାତକ ମଧ୍ୟ ବର୍ଣ୍ଣିତ ଅଛି ଯଥା—ମାଛିଆ ପାତକ]
- ସଂ. ବିଣ. — ପତନ ଘଟାଇବା — Causing fall or downfall