ପାଣ୍ଡେ Pāṇḍe
- ଦେ. ବି — କନଉଜୀ ବ୍ରାହ୍ମଣମାନଙ୍କ ବଂଶୋପାଧିବିଶେଷ — Family title of some Kanaujī Brāhmaṇas
- ଦେ. ବି — ପାଣ୍ଡେ ପଢ଼ିଲେ ପାଠ, ଛ ଦ୍ୱିଗୁଣେ ଆଠ—ଢଗ।
- ପ୍ରାଦେ. (ସମ୍ବଲପୁର) ବି. — ଅଗରିଆ ଓ କେଉଟଙ୍କର ବଂଶୋପାଧିବିଶେଷ — Family title of some Agariā and fishermen in Sambalpur