ପାଗୁଳି Pāguḻi

  • ଦେ. ବି — (ସଂ. ପାକସ୍ଥାଳୀ)—ପାକପାତ୍ର; ପାଗହାଣ୍ଡି — Cooking pot
  • ଦେ. ବି — (ସଂ. ପ୍ରୋଦ୍ଗାର) ପାକୁଳା (ଦେଖ) — Pākuḻā (See)
  • ଦେ. ବି — ଚର୍ବିତଚର୍ବଣ ବେଳେ ଗବାଦି ପଶୁ ପେଟ ମଧ୍ୟରୁ ଯେଉଁ ଖାଦ୍ୟର ଗୋଳା ଆଣି ପାଟିରେ ରୋମନ୍ଥ କରନ୍ତି — Cud