ପାଗଲାମି Pāgalāmi

  • ଦେ. ବି (ବଙ୍ଗଳାରୁ ଅନୁକୃତ) — ପାଗଳପଣ; ବାତୁଳତା — Madness; insanity
  • ଦେ. ବି (ବଙ୍ଗଳାରୁ ଅନୁକୃତ) — ବାତୁଳ ପରି ପ୍ରଳାପ କରିବା — Raving like a mad man
  • ଦେ. ବି (ବଙ୍ଗଳାରୁ ଅନୁକୃତ) — ନିର୍ବୋଧତା — Folly; foolishness