ପାଉଣ୍ଡ୍ Pāuṇḍ

  • ବୈଦେ. ବି. (ଇଂ. ପାଉଣ୍ଡ୍) — ପ୍ରାୟ 10 ଟଙ୍କା ମୂଲ୍ୟର ଇଂଲଣ୍ଡ ପ୍ରଚଳିତ ସ୍ୱର୍ଣ୍ଣମୁଦ୍ରା — ପ୍ରାୟ0ଟଙ୍କା ମୂଲ୍ୟର ଇଂଲଣ୍ଡ ପ୍ରଚଳିତ ସ୍ୱର୍ଣ୍ଣମୁଦ୍ରା. Pound; an English gold coin
  • ବୈଦେ. ବି. (ଇଂ. ପାଉଣ୍ଡ୍) — [ଦ୍ର— 1 ପାଉଣ୍ଡ୍= 20 ଶିଲିଙ୍ଗ୍; 1 ଶିଲିଙ୍ଗ= 12 ପେନସ୍ 1 ପାଉଣ୍ଡ= 20 ଶିଲିଙ୍ଗ= 240 ପେନ୍ସ; ପେନ୍ସ ଶବ୍ଦ ପେନ୍ନୀ ଶବ୍ଦର ବହୁବଚନ; 1 ପେନ୍ନୀ ବୋଲାଯାଏ କିନ୍ତୁ ଏକରୁ ଅଧିକ ହେଲେ ପେନ୍ସ ବୋଲାଯାଏ, ଯଥା— 4 ପେନ୍ସ। ପେନ୍ନୀ ମୁଦ୍ରା ତାମ୍ର ବା ନିକେଲ ଧାତୁ ନିର୍ମିତ; ଶିଲିଙ୍ଗ୍—ରୌପ୍ୟ ମୁଦ୍ରା ଓ ପାଉଣ୍ଡ୍ ସ୍ୱର୍ଣ୍ଣ ମୁଦ୍ରା ଅଟେ। ଭାରତକୁ ବିଲାତରୁ ଗିନୀ ବା ସଭରେନ୍ ନାମକ ଯେଉଁ ସ୍ୱର୍ଣ୍ଣ ମୁଦ୍ରା ଆସେ ତହିଁର ମୂଲ୍ୟ 21 ଶିଲିଙ୍ଗ୍ ଅଟେ ଓ ସୁନାର ଭାଉ କମ ବେଶି ହେବା ସଙ୍ଗେ ଓ — [ଦ୍ର—1ପାଉଣ୍ଡ୍=20ଶିଲିଙ୍ଗ୍;1ଶିଲିଙ୍ଗ=12ପେନସ୍1ପାଉଣ୍ଡ=20ଶିଲିଙ୍ଗ=240ପେନ୍ସ; ପେନ୍ସ ଶବ୍ଦ ପେନ୍ନୀ ଶବ୍ଦର ବହୁବଚନ;1ପେନ୍ନୀ ବୋଲାଯାଏ କିନ୍ତୁ ଏକରୁ ଅଧିକ ହେଲେ ପେନ୍ସ ବୋଲାଯାଏ, ଯଥା—4ପେନ୍ସ ପେନ୍ନୀ ମୁଦ୍ରା ତାମ୍ର ବା ନିକେଲ ଧାତୁ ନିର୍ମିତ; ଶିଲିଙ୍ଗ୍—ରୌପ୍ୟ ମୁଦ୍ରା ଓ ପାଉଣ୍ଡ୍ ସ୍ୱର୍ଣ୍ଣ ମୁଦ୍ରା ଅଟେ ଭାରତକୁ ବିଲାତରୁ ଗିନୀ ବା ସଭରେନ୍ ନାମକ ଯେଉଁ ସ୍ୱର୍ଣ୍ଣ ମୁଦ୍ରା ଆସେ ତହିଁର ମୂଲ୍ୟ21ଶିଲିଙ୍ଗ୍ ଅଟେ ଓ ସୁନାର ଭାଉ କମ ବେଶି ହେବା ସଙ୍ଗେ ଓExchange(ଅନ୍ତର୍ଜାତୀୟ ମୁଦ୍ରା ବଦଳ) ର ରେଟ୍ ଅନୁସାରେ ଏହି ଗିନିର ମୂଲ୍ୟ ଭାରତରେ କମ୍ ବେଶି ହୁଏ ମୋଟା ମୋଟି ଦେଖିବାକୁ ଗଲେ ପାଉଣ୍ଡର ମୂଲ୍ୟ ଭାରତ ପ୍ରଚଳିତ ମୁଦ୍ରା ଅନୁସାରେ ଦଶ ଟଙ୍କା ଧରାଯାଏ; କିନ୍ତୁ ବର୍ତ୍ତମାନ (1933ସାଲରେ) ଏଥିର ମୂଲ୍ୟ ଟ15ରୁ ଉର୍ଦ୍ଧ୍ୱକୁ ଚଢ଼ିଯାଇଅଛି ଗିନିର ମୂଲ୍ୟ ପ୍ରାୟ20ଟଙ୍କା ହୋଇଅଛି]
  • ବୈଦେ. ବି. (ଇଂ. ପାଉଣ୍ଡ୍) — ଇଂରାଜି ଓଜନ ବିଶେଷ; 40 ଭରି ଓଜନରୁ କିଛି କମ୍; ପ୍ରାୟ ବାଲେଶ୍ୱରୀ ଅଧସେର — ଇଂରାଜି ଓଜନ ବିଶେଷ;40ଭରି ଓଜନରୁ କିଛି କମ୍; ପ୍ରାୟ ବାଲେଶ୍ୱରୀ ଅଧସେର— . Pound (weight)
  • ବୈଦେ. ବି. (ଇଂ. ପାଉଣ୍ଡ୍) — କାଞ୍ଜି ହାଉସ୍ — Pound; kine house