ପାଇଟି Pāiṭi

  • ଦେ. ବି. (ସଂ. ପରିପାଟୀ ବା ପାଟୀ=ଅନୁକ୍ରମ; ତୁଳ— ତେ. ପାନ୍ନି) — ଗୃହମାର୍ଜନାଦି ନିତ୍ୟ କର୍ମ; ଗୃହର ଶୃଙ୍ଖଳା ଓ ପରିପାଟୀ ସମ୍ପାଦକ ନିତ୍ୟ କର୍ମ; ନୀଚଗୃହ କର୍ମ; ଆଡ଼ତୀ — The menial works of a household
  • ଦେ. ବି. (ସଂ. ପରିପାଟୀ ବା ପାଟୀ=ଅନୁକ୍ରମ; ତୁଳ— ତେ. ପାନ୍ନି) — ପାଇଟି କରାଇବ ଦାସୀଙ୍କ ପରିରେ। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ବି. (ସଂ. ପରିପାଟୀ ବା ପାଟୀ=ଅନୁକ୍ରମ; ତୁଳ— ତେ. ପାନ୍ନି) — ଛୋଟ ଚାକିରି — Menial service
  • ଦେ. ବି. (ସଂ. ପରିପାଟୀ ବା ପାଟୀ=ଅନୁକ୍ରମ; ତୁଳ— ତେ. ପାନ୍ନି) — ଦୈନିକ ଧନ୍ଦା — Daily work or business
  • ଦେ. ବି. (ସଂ. ପରିପାଟୀ ବା ପାଟୀ=ଅନୁକ୍ରମ; ତୁଳ— ତେ. ପାନ୍ନି) — କାରିଗରି — Workmanship