ପାଇଜାମା Pāijāmā

  • ବୈଦେ. ବି. (ଫା. ପାଜାମା; ତୁଳ. ସଂ. ପାଦ ଓ ଜଙ୍ଘା) — ଗୋଡ଼ ମୁଣା; ଗାଣ୍ଡି ମୁଣା; ଯେଉଁ ଗୋଡ଼ ମୁଣାର ଗୋଡ଼ ବଳାଗଣ୍ଠି ପର୍ଯ୍ୟନ୍ତ ଲମ୍ବ ଥାଏ — Trousers; long drawers
  • ବୈଦେ. ବି. (ଫା. ପାଜାମା; ତୁଳ. ସଂ. ପାଦ ଓ ଜଙ୍ଘା) — ପତଲୁନ — Pantaloons
  • ବୈଦେ. ବି. (ଫା. ପାଜାମା; ତୁଳ. ସଂ. ପାଦ ଓ ଜଙ୍ଘା) — ପାଣ୍ଟ — Pant