ପହ୍ଲା Pahlā

  • ଦେ. ବି — କୁଡ଼ିଆ — Hut; cottage
  • ଦେ. ବି — [ଦ୍ର— ଧାନ କ୍ଷେତ, ମାଛମରା ବାଡ଼ ଆଦି ରାତିରେ ଜଗିବା, ଲୋକ ଆଶ୍ରୟ ନେବା ପାଇଁ ଯେଉଁ କୁଡ଼ିଆ ଘର ତିଆରି ହୋଇଥାଏ ତାହାକୁ ପହ୍ଲା କହନ୍ତି।]
  • ପ୍ରାଦେ (ଗଡ଼ଜାତ) ବି — ତଳି — Seedling