ପହଲ Pahala
- ବୈଦେ. ବି (ଫା. ପହଲୁ; ତୁଳ. ସଂ. ପଟଳ) — କାଠଖଣ୍ଡର ଦାଢ଼କୁ ରନ୍ଦାଦ୍ୱାରା ଗଡ଼ାଣିଆ କରିବା — Making the edge of a piece of wood sloping by the carpenter's plane
- ବୈଦେ. ବି (ଫା. ପହଲୁ; ତୁଳ. ସଂ. ପଟଳ) — (ବଣିଆ ଶବ୍ଦ) ଅତି ମୂଲ୍ୟବାନ ମଣିମାନଙ୍କର କଟା ହୋଇଥିବା ପାଖ — The side of a precious stone showing the cut; facet
- ବୈଦେ. ବି (ଫା. ପହଲୁ; ତୁଳ. ସଂ. ପଟଳ) — କୋଣବିଶିଷ୍ଟ ଘନ ବସ୍ତୁର ଗୋଟିଏ ସମତଳ ପାଖ — The broad surface of a many-surfaced article
- ବୈଦେ. ବି (ଫା. ପହଲୁ; ତୁଳ. ସଂ. ପଟଳ) — ପରସ୍ତ; ସ୍ତର — Layer