ପହଲା Pahalā

  • ଦେ. ବି — ହାତକୁ ହଲାଇ ସଗର୍ବ ଚାଲି — Walking in a proud manner by hanging one's hands; strutting
  • ଦେ. ବି — (ସଂ. ପ୍ରହ୍ଲାଦ) ପ୍ରହ୍ଲାଦ ନାମକ ବ୍ୟକ୍ତିର ଅନାଦରାର୍ଥକ ଡାକ ନାମ — The name by which a person named Prahlāda is called