ପହପଟ Pahapaṭa

  • ଦେ. ବିଣ — ଅନାବୃତ; ଉନ୍ମୁକ୍ତ — Open
  • ବି — ତାଳବିଶେଷ — A kind of musical measure
  • ବି — (ଦ୍ର—ଏ ତାଳର ଗୀତ ସ୍ତ୍ରୀମାନେ ଗାଆନ୍ତି।)
  • ବି — ପ୍ରତି ନିକୁଞ୍ଜେ ତାଳ ପହପଟ—କବିସୂର୍ଯ୍ୟ, କବିତା କଲ୍ଲୋଳ।