ପସନ୍ଦ Pasanda

  • ବୈଦେ. ବି. (ଫା.) — ନିର୍ବାଚନ; ବାଛିବା; — Selection
  • ବୈଦେ. ବି. (ଫା.) — ରୁଚି; ମନୋନୟନ; ଅଭିରୁଚି — Choice; liking
  • ବୈଦେ. ବି. (ଫା.) — ମଞ୍ଜୁର; ଗ୍ରହଣ — Acceptance
  • ବୈଦେ. ବି. (ଫା.) — ସମ୍ମାନ — Regard; respect
  • ବୈଦେ. ବି. (ଫା.) — ଅନୁମୋଦନ — Approval; approbation
  • ବିଣ. — ମନୋନୀତ — Selected; chosen
  • ବିଣ. — ଅନୁମୋଦିତ — Approved
  • ବିଣ. — ଗୃହୀତ — Accepted
  • ବିଣ. — ମନୋମତ; ଇଚ୍ଛାନୁରୂପ; ରୁଚିର ଅନୁକୂଳ — Choice; suiting one's choice or taste
  • ବିଣ. — ଅନୁରୂପ; ତୁଲ୍ୟ — Like; similar
  • ବିଣ. — ବନ୍ଧୁଆ ବନ୍ଧୁକ ବନ୍ଧୁ ଅଧରରେ ବନ୍ଦି କରି କୁନ୍ଦ ପସନ୍ଦ ହସା— କବିସୂର୍ଯ୍ୟ—ସଙ୍ଗୀତ।
  • ବିଣ. — ରୁଚିକର; ଉତ୍ତମ; ସୁନ୍ଦର — Beautiful; decent