ପଶ୍ୟ Paṡya
- ଦେ. ବି. (ସଂ. ପ୍ରବେଶ; କିମ୍ବା ଦୃଶ୍ ଧାତୁର ଅନୁଜ୍ଞା 2 ୟ ପୁରୁଷ ଏକ ବଚନର ଆକାର ସଂ. ପଶ୍ୟ=ଦେଖ) — ଦୃଷ୍ଟି — Sight
- ଦେ. ବି. (ସଂ. ପ୍ରବେଶ; କିମ୍ବା ଦୃଶ୍ ଧାତୁର ଅନୁଜ୍ଞା 2 ୟ ପୁରୁଷ ଏକ ବଚନର ଆକାର ସଂ. ପଶ୍ୟ=ଦେଖ) — କୌଣସି ବିଷୟ ପ୍ରତି ମନୋଯୋଗ — Attention to any point
- ଦେ. ବି. (ସଂ. ପ୍ରବେଶ; କିମ୍ବା ଦୃଶ୍ ଧାତୁର ଅନୁଜ୍ଞା 2 ୟ ପୁରୁଷ ଏକ ବଚନର ଆକାର ସଂ. ପଶ୍ୟ=ଦେଖ) — ଧ୍ୟାନ; ଖିୟାଲ — Care; thought
- ଦେ. ବି. (ସଂ. ପ୍ରବେଶ; କିମ୍ବା ଦୃଶ୍ ଧାତୁର ଅନୁଜ୍ଞା 2 ୟ ପୁରୁଷ ଏକ ବଚନର ଆକାର ସଂ. ପଶ୍ୟ=ଦେଖ) — ସ୍ମରଣ — Remembrance; recollection