ପର୍ହୁର୍ Par-hur

  • ପ୍ରାଦେ. (ସମ୍ବଲପୁର) ବି. (ତୁଳ. ପରାରି=ଗତବର୍ଷର ପୂର୍ବବର୍ଷ) — ଗତବର୍ଷ — Last year
  • ପ୍ରାଦେ. (ସମ୍ବଲପୁର) ବି. (ତୁଳ. ପରାରି=ଗତବର୍ଷର ପୂର୍ବବର୍ଷ) — ଆଗାମୀବର୍ଷ — Next year