ପର୍ପରୀକ Parparīka

  • ସଂ. ବି. (ପୃ ଧାତୁ=ପାଳନ କରିବା+ଈକ. ସଂଜ୍ଞାର୍ଥେ) — ସୂର୍ଯ୍ୟ — The sun
  • ସଂ. ବି. (ପୃ ଧାତୁ=ପାଳନ କରିବା+ଈକ. ସଂଜ୍ଞାର୍ଥେ) — ଅଗ୍ନି — Fire
  • ସଂ. ବି. (ପୃ ଧାତୁ=ପାଳନ କରିବା+ଈକ. ସଂଜ୍ଞାର୍ଥେ) — ଜଳାଶୟ — Reservoir; tank