ପରୋକ୍ଷ Paroksha
- ସଂ. ବିଣ. (ଅବ୍ୟୟୀ ଭାବ; ପର=ଅତୀତ+ଅକ୍ଷ=ଇନ୍ଦ୍ରିୟ) — ଇନ୍ଦ୍ରିୟାତୀତ — Imperceptible; beyond the ken of the senses
- ସଂ. ବିଣ. (ଅବ୍ୟୟୀ ଭାବ; ପର=ଅତୀତ+ଅକ୍ଷ=ଇନ୍ଦ୍ରିୟ) — ଅସାକ୍ଷାତ୍; ଅଦୃଶ୍ୟ — Invisible
- ସଂ. ବିଣ. (ଅବ୍ୟୟୀ ଭାବ; ପର=ଅତୀତ+ଅକ୍ଷ=ଇନ୍ଦ୍ରିୟ) — ଦୃଷ୍ଟିର ବହିର୍ଭୂତ — Out of sight; beyond one's ken
- ସଂ. ବିଣ. (ଅବ୍ୟୟୀ ଭାବ; ପର=ଅତୀତ+ଅକ୍ଷ=ଇନ୍ଦ୍ରିୟ) — ଅପ୍ରତ୍ୟକ୍ଷ — Indirect
- ସଂ. ବିଣ. (ଅବ୍ୟୟୀ ଭାବ; ପର=ଅତୀତ+ଅକ୍ଷ=ଇନ୍ଦ୍ରିୟ) — ଗୁପ୍ତ — Surreptitious; latent
- ସଂ. ବି — ଅନୁପସ୍ଥିତି; ଅଭାବ (ହି. ଶ.) — Absence; want
- ସଂ. ବି — ପରମ ଜ୍ଞାନୀ ବ୍ୟକ୍ତି (ହି. ଶବ୍ଦସାଗର) — A seer; a very wise man
- ସଂ. ବି — (ବ୍ୟାକରଣ) ଅତୀତ କାଳ — (grammar) Past tense