ପରାଧୀନ Parādhīna

  • ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; ପର+ଅଧୀନ) — ପରତନ୍ତ୍ର; ଅସ୍ୱାଧୀନ; ଅନ୍ୟର ବଶୀଭୂତ — Subject to another; depending on others