ପରାନ Parān

  • ପ୍ରାଦେ (ସମ୍ବଲପୁର) ବି—(ଣ ସ୍ଥାନରେ ନ ଓ ପଦର ଶେଷବର୍ଣ୍ଣର ହଳନ୍ତ ଉଚ୍ଚାରଣ; ତୁଳ. ହିନ୍ଦୀ. ପରାନ୍) — ପ୍ରାଣ — Life
  • ପ୍ରାଦେ (ସମ୍ବଲପୁର) ବି—(ଣ ସ୍ଥାନରେ ନ ଓ ପଦର ଶେଷବର୍ଣ୍ଣର ହଳନ୍ତ ଉଚ୍ଚାରଣ; ତୁଳ. ହିନ୍ଦୀ. ପରାନ୍) — ଠେଙ୍ଗା ଖାସି ପରାନ୍ ନାଶି (ଠେଙ୍ଗାକାସରେ ପ୍ରାଣ ଯାଏ)—ଢଗ।