ପରବ୍ୟଥା Parabyathā

  • ଦେ. ବି. (ଆଧୁନିକ ଚିକିତ୍ସା ଶାସ୍ତ୍ରରେ ବ୍ୟବହାର; ଇଂରାଜିର ଅନୁବାଦ) — ପ୍ରସବ ବାସିଦିନ କିମ୍ବା ତା ପରେ ପ୍ରସବବେଦନା (ଶୂଳ) ପରି ଅନୁଭୂତ ହେବା ବେଦନା — Afterpain
  • ଦେ. ବି. (ଆଧୁନିକ ଚିକିତ୍ସା ଶାସ୍ତ୍ରରେ ବ୍ୟବହାର; ଇଂରାଜିର ଅନୁବାଦ) — [ଦ୍ର—ଜରାୟୁଭିତରେ ରକ୍ତ ଜମିଥିଲେ କିମ୍ବା ଫୁଲର କୌଣସି ଅଂଶ ଛିଣ୍ଡି ପେଟ ମଧ୍ୟରେ ରହିଗଲେ ଏପରି ବେଦନା ହୁଏ— (ରାଜକିଶୋର, ପ୍ରସୂତିଚର୍ଯ୍ୟା)]