ପରଭାତ Parabhāta
- ଗ୍ରା. (ପଦ୍ୟ) ବି — (ସଂ. ପ୍ରଭାତ) ପ୍ରଭାତ; ସକାଳ — Morning
- ଗ୍ରା. (ପଦ୍ୟ) ବି — (ସଂ. ପର+ଭକ୍ତ) ପରାନ୍ନ; ଅନ୍ୟବ୍ୟକ୍ତିର ଖାଦ୍ୟ — Another person's food
- ଗ୍ରା. (ପଦ୍ୟ) ବି — ପରପ୍ରଦତ୍ତ ଅନ୍ନ — Food given by another person
- ଗ୍ରା. (ପଦ୍ୟ) ବି — ତୁମ୍ଭଙ୍କୁ ଜାତ କରି ପରଭାତ ଖାଇ ଯା ଜୀଇଛି ମୋର ଅଭାଗ୍ୟ ଏଥୁ ନାହିଁ। କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ