ପରତୀତି Paratīti

  • ଗ୍ରା. (ପଦ୍ୟ) ବି. (ସଂ. ପ୍ରତୀତି) — ପ୍ରତୀତି (ଦେଖ) — Paratīti (See)
  • ଗ୍ରା. (ପଦ୍ୟ) ବି. (ସଂ. ପ୍ରତୀତି) — ଭଙ୍ଗ ମୃତ୍ତିକା ଚିତ୍ରିତ ଅନରାଭା—ଲତା—ପତ୍ର ପରତୀତ ଗୋ। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।