ପତର କଟା Patara kaṭā

  • ପ୍ରାଦେ. (ସମ୍ବଲପୁର) ବି — (ଯେଉଁମାନେ ତାଳପତ୍ର କାଟି ଲେଖନ୍ତି) କରଣଜାତି — The writer or Karaṇa caste
  • ପ୍ରାଦେ. (ସମ୍ବଲପୁର) ବି — ପତର କଟା; ତନ୍ତର କଟା, ଗଉଡ଼ ଗଉଡ଼ୁଣୀ, ମାଈ ଏ ଚାରି ଜାତିକି ବିଶ୍ୱାସ ନାଇଁ—ସମ୍ବଲପୁର ପ୍ରବଚନ।