ପଣ୍ଡରା Paṇḍarā

  • ପ୍ରାଦେ. (ଗଞ୍ଜାମ) ବି — ଗଞ୍ଜାମ ଜିଲ୍ଲାର ପାଟକବିଶେଷ — Name of a Ṡūdra caste in the Ganjam district
  • ପ୍ରାଦେ. (ଭତରିଭାଖା; ବସ୍ତର) ବିଣ — ଧଳା — White