ପଣ୍ଡ Paṇḍa
- ସଂ. ବିଣ. (ପଣ୍ଡ୍ ଧାତୁ+ କର୍ତ୍ତୃ ଅ; କିମ୍ବା ପଣ୍ ଧାତୁ+ ଡ) — ବ୍ୟର୍ଥ; ବିଫଳ — Fruitless; ineffectual
- ସଂ. ବିଣ. (ପଣ୍ଡ୍ ଧାତୁ+ କର୍ତ୍ତୃ ଅ; କିମ୍ବା ପଣ୍ ଧାତୁ+ ଡ) — ନପୁଂସକ — Impotent
- ସଂ. ବିଣ. (ପଣ୍ଡ୍ ଧାତୁ+ କର୍ତ୍ତୃ ଅ; କିମ୍ବା ପଣ୍ ଧାତୁ+ ଡ) — ନିଷ୍ଫଳ (ବୃକ୍ଷ) — Barren (tree)
- ସଂ. ବିଣ. (ପଣ୍ଡ୍ ଧାତୁ+ କର୍ତ୍ତୃ ଅ; କିମ୍ବା ପଣ୍ ଧାତୁ+ ଡ) — ଅଣ୍ଡିରା ଗଛ — Male (plant)
- ଦେ. ବି. — ଗର୍ବ — Pride; arrogance
- ଦେ. ବି. ପୁଂ — ନପୁଂସକ ବ୍ୟକ୍ତି — An eunoch