ପଞ୍ଚତା Pan̄chatā

  • ସଂ. ବି. (ପଞ୍ଚ+ଭାବ. ତା[ତ୍ୱ]) — ପାଞ୍ଚ ସଂଖ୍ୟକ ହେବା ଅବସ୍ଥା — Fiveness
  • ସଂ. ବି. (ପଞ୍ଚ+ଭାବ. ତା[ତ୍ୱ]) — ପଞ୍ଚଭୂତରେ ମିଶିବା; ପଞ୍ଚଭୂତରେ ଶରୀରର ମିଶ୍ରଣ; ମୃତ୍ୟୁ — Death; dissolution into the 5 elements of which the animal body is composed
  • ସଂ. ବି. (ପଞ୍ଚ+ଭାବ. ତା[ତ୍ୱ]) — ପାଞ୍ଚ ଅଂଶରେ ବିଭାଗ — Division of a thing into five parts