ପଚକୀଳା Pachakīḻā

  • ଦେ. ବି. (ସଂ. ସ୍ଫିଚ+କୀଳନ)—ସଂ. ପଚିତ= ସୁସଂଲଗ୍ନ+ କୀଳକ) — ଶଗଡ଼ଚକର ଭିନ୍ନ ଭିନ୍ନ ଖଣ୍ଡମାନ କିମ୍ବା ଶଗଡ଼ ଚକରୁ ଲୁହା ହାଲ ହୁଗୁଳିଗଲେ ଅଥବା ଶଗଡ଼ର କୌଣସି ଅଂଶ ହୁଗୁଳା ହୋଇଗଲେ ସେ ସ୍ଥାନକୁ ଦୃଢ଼ କରିବା ପାଇଁ ତା ନିକଟରେ ଥିବା ଛିଦ୍ରରେ ଯେଉଁ ପତଳା କାଠ ଖିଲ ବାଡ଼ିଆ ହୋଇ ଭର୍ତ୍ତି କରାଯାଏ — Thin wooden wedges driven into the holes or slackened parts of a cart to make them tight