ପଗଡ଼ିବା Pagaṟḍ̠ibā
- ଦେ. କ୍ରି. (ସଂ. ପ୍ରଗ୍ରହ) — ଧରିବା; ଗିରଫଦାର୍ କରିବା — To arrest; to seize
- ଦେ. କ୍ରି. (ସଂ. ପ୍ରଗ୍ରହ) — ଗଉତମ ଦ୍ୱିଜକୁ ବାଟରେ ପଗଡ଼ି ଆସିଲେ ବାବୁଠାକୁ କ୍ରୋଧେ ଦାନ୍ତ ଭିଡ଼ି—କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି. (ସଂ. ପ୍ରଗ୍ରହ) — ଜୋର କରି ଧରିବା — To hold tight
- ଦେ. କ୍ରି. (ସଂ. ପ୍ରଗ୍ରହ) — ଆକ୍ରମଣ କରିବା — To attack