ପକ୍ଷ୍ମ Pakshma
- ସଂ. ବି. (ପକ୍ଷ୍ ଧାତୁ=ଗ୍ରହଣ କରିବା+ କର୍ମ. ମନ୍; ପକ୍ଷ୍ମନ୍ ଶବ୍ଦ 1 ମା. 1 ବ) — ନେତ୍ରଚ୍ଛଦ ଲୋମ; ଆଖିର ପତାର଼ ଲୋମ — The eyelashes
- ସଂ. ବି. (ପକ୍ଷ୍ ଧାତୁ=ଗ୍ରହଣ କରିବା+ କର୍ମ. ମନ୍; ପକ୍ଷ୍ମନ୍ ଶବ୍ଦ 1 ମା. 1 ବ) — ଲୋମ — Small hair
- ସଂ. ବି. (ପକ୍ଷ୍ ଧାତୁ=ଗ୍ରହଣ କରିବା+ କର୍ମ. ମନ୍; ପକ୍ଷ୍ମନ୍ ଶବ୍ଦ 1 ମା. 1 ବ) — ପକ୍ଷୀର ପାଳକ — The down of a bird
- ସଂ. ବି. (ପକ୍ଷ୍ ଧାତୁ=ଗ୍ରହଣ କରିବା+ କର୍ମ. ମନ୍; ପକ୍ଷ୍ମନ୍ ଶବ୍ଦ 1 ମା. 1 ବ) — ପୁଷ୍ପକେଶର — The filaments of a flower
- ସଂ. ବି. (ପକ୍ଷ୍ ଧାତୁ=ଗ୍ରହଣ କରିବା+ କର୍ମ. ମନ୍; ପକ୍ଷ୍ମନ୍ ଶବ୍ଦ 1 ମା. 1 ବ) — ସୂକ୍ଷ୍ମାଂଶ — Fibre
- ସଂ. ବି. (ପକ୍ଷ୍ ଧାତୁ=ଗ୍ରହଣ କରିବା+ କର୍ମ. ମନ୍; ପକ୍ଷ୍ମନ୍ ଶବ୍ଦ 1 ମା. 1 ବ) — ସୂତାର ଅଗ୍ରଭାଗ — The end of a thread