ପଅ ବାଆର Pa-a bā-āra
- ଦେ. ବି. (ସଂ. ପାଦ) — ପଶାଖେଳର କାଠିରେ ପଡ଼ିବା 13 ସଂଖ୍ୟକ ଦାନ — ପଶାଖେଳର କାଠିରେ ପଡ଼ିବା3ସଂଖ୍ୟକ ଦାନ—. The turn of dice resulting in 3
- ଦେ. ବି. (ସଂ. ପାଦ) — [ଦ୍ର— 3 ଖଣ୍ଡ ପଶାକାଠି ମଧ୍ୟରୁ ଏକ ଖଣ୍ଡରେ ' 1 ' ଏବଂ ଅନ୍ୟ ଦୁଇଖଣ୍ଡିର ପ୍ରତ୍ୟେ- କରେ ' 6 ' ଦାନ ପଡ଼ିଲେ ପଅ ବାଆର ହୁଏ। ଏପରି ଦାନ ସହଜରେ ପଡ଼େ ନାହିଁ।] — [ଦ୍ର—3ଖଣ୍ଡ ପଶାକାଠି ମଧ୍ୟରୁ ଏକ ଖଣ୍ଡରେ '1' ଏବଂ ଅନ୍ୟ ଦୁଇଖଣ୍ଡିର ପ୍ରତ୍ୟେ- କରେ '6' ଦାନ ପଡ଼ିଲେ ପଅ ବାଆର ହୁଏ ଏପରି ଦାନ ସହଜରେ ପଡ଼େ ନାହିଁ]
- ଦେ. ବି. (ସଂ. ପାଦ) — (ଲକ୍ଷଣାର୍ଥ) ଆନନ୍ଦର ସମୟ; ସୌଭାଗ୍ୟବେଳ; ସୁଯୋଗ; ମଉଜ ମଜଲିସର ବେଳ — A good opportunity; a time of merriment or joy
- ଦେ. ବି. (ସଂ. ପାଦ) — (ଯଥା— ଅବଧାନେ ଆଜି ଗାଆଁକୁ ଯାଇଛନ୍ତି ବୋଲି ପିଲାଙ୍କୁ ପଅ ବାଆର ପଡ଼ିଛି।)