ନୈତ୍ୟିକ Nai̱tyika
- ସଂ. ବିଣ. (ନିତ୍ୟ+ଭାବାର୍ଥେ. ଇକ) — ପ୍ରତିଦିନ କର୍ତ୍ତବ୍ୟ — Performable daily
- ସଂ. ବିଣ. (ନିତ୍ୟ+ଭାବାର୍ଥେ. ଇକ) — ଦୈନିକ — Repeated daily
- ସଂ. ବିଣ. (ନିତ୍ୟ+ଭାବାର୍ଥେ. ଇକ) — ସନ୍ତତ; ନିୟମିତ ରୂପେ ବା ପ୍ରତିଦିନ ଘଟୁଥିବା — Perpetual; constant; regularly recurring