ନୁଆଇଁବା Nuāiñbā

  • ଦେ. କ୍ରି. (ସଂ. ନମ୍ ଧାତୁ; ନଇଁବାର ଣିଜନ୍ତ ରୂପ) — ନମ୍ର କରିବା; ନତ କରିବା — To bend
  • ଦେ. କ୍ରି. (ସଂ. ନମ୍ ଧାତୁ; ନଇଁବାର ଣିଜନ୍ତ ରୂପ) — ବଙ୍କାଇବା — To curve; to make crooked
  • ଦେ. କ୍ରି. (ସଂ. ନମ୍ ଧାତୁ; ନଇଁବାର ଣିଜନ୍ତ ରୂପ) — ତଳକୁ କରିବା — To lower
  • ଦେ. କ୍ରି. (ସଂ. ନମ୍ ଧାତୁ; ନଇଁବାର ଣିଜନ୍ତ ରୂପ) — ସବିନୟେ ନିଜ ପରିଚୟ ଦେଲା ଶିର ନୁଆଁଇ। ରାଧାନାଥ. ଉଷା।