ନୁଆଣ Nuā(āñ)ṇa

  • ଦେ. ବି. (ସଂ. ନମ୍ ଧାତୁ) — ନମ୍ର କରଣ; ନତ କରିବା — Act of bending
  • ଦେ. ବି. (ସଂ. ନମ୍ ଧାତୁ) — ନିମ୍ନ ସ୍ଥାନ — Low place
  • ଦେ. ବିଣ — ନମ୍ର; ନତ — Bent
  • ଦେ. ବିଣ — ନୁଆଣିଆଁ (ଦେଖ) — Nuāṇiāñ (see)