ନୀଳ ବସନ Nīḻa basana
- ସଂ. ବି. (ବହୁବ୍ରୀହି; ନୀଳ+ବସନ) — ବଳରାମ — A name of Baḻarāma
- ସଂ. ବି. (ବହୁବ୍ରୀହି; ନୀଳ+ବସନ) — ଶନିଗ୍ରହ — The planet Saturn
- ସଂ. ବି. (ବହୁବ୍ରୀହି; ନୀଳ+ବସନ) — [ଦ୍ର—ପୁରାଣ ମତରେ ଏହାଙ୍କର ପରିଧାନ ନୀଳବସ୍ତ୍ର । ଏ ଗ୍ରହର ବର୍ଣ୍ଣ ମଧ୍ୟ ନୀଳାଭ ।]
- ସଂ. ବିଣ. ପୁଂ — ଯାହାର ବସନ ନୀଳ ବର୍ଣ୍ଣ — Wearing a blue cloth