ନିଶାପ Niṡāpa

  • ବୈଦେ. ବି. (ଫା. ଇନ୍ସାଫ୍) — ପଞ୍ଚାଏତ ବିଚାର — Arbitration; judgement by arbitration
  • ବୈଦେ. ବି. (ଫା. ଇନ୍ସାଫ୍) — ନ୍ୟାୟ — Justice
  • ବୈଦେ. ବି. (ଫା. ଇନ୍ସାଫ୍) — [ଦ୍ର—ନ୍ୟାୟ ଶବ୍ଦ ପରେ ସହଚର ରୂପେ ମଧ୍ୟ ଏ ବ୍ୟବହୃତ ହୁଏ।]