ନିଳୟନ Niḻayana

  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ= ଲୀନ ହେବା+ ଅଧି. ଅନ) — ନିବାସ — Habitation; abode
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ= ଲୀନ ହେବା+ ଅଧି. ଅନ) — (+ଭାବ ଅନ) ନାଶ; ବିଲୟ — Annihilation; perdition; ruin
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ= ଲୀନ ହେବା+ ଅଧି. ଅନ) — ଶୋଷଣ — Imbibing; sucking
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ= ଲୀନ ହେବା+ ଅଧି. ଅନ) — ମୋକ୍ଷ — Final beatitude
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ= ଲୀନ ହେବା+ ଅଧି. ଅନ) — ଊର୍ଦ୍ଧ୍ୱରୁ ତଳକୁ ଓହ୍ଲାଇବା; (ପକ୍ଷୀ) ତଳେ ବସିବା — Settling down; alighting in or on (said of a bird). (M.W.)
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ= ଲୀନ ହେବା+ ଅଧି. ଅନ) — ଲୁଚିବାର ସ୍ଥାନ — Hiding place. (M.W.)