ନିରୂପକ Nirūpaka

  • ସଂ. ବିଣ. (ନି+ରୂପ୍ ଧାତୁ=ରୂପ ଯୁକ୍ତ କରିବା, ଣିତ୍ ରୂପି ଧାତୁ+କର୍ତ୍ତୃ. ଅକ) — ନିରୂପଣକାରୀ; ନିର୍ଣ୍ଣାୟକ — As certaining; determining
  • ସଂ. ବିଣ. (ନି+ରୂପ୍ ଧାତୁ=ରୂପ ଯୁକ୍ତ କରିବା, ଣିତ୍ ରୂପି ଧାତୁ+କର୍ତ୍ତୃ. ଅକ) — ନିୟାମକ — Regulation; directing; agreeing
  • ବି — ନିୟାମକ ବ୍ୟକ୍ତି — A director; a regulator