ନିରାଶା Nirāṡā
- ସଂ. ବି. (ନିର୍+ଆଶା; ଆଶାର ଅଭାବ; ପ୍ରାଦିସମାସ) — ନୈରାଶ୍ୟ — Despair; disappointment
- ସଂ. ବି. (ନିର୍+ଆଶା; ଆଶାର ଅଭାବ; ପ୍ରାଦିସମାସ) — (ଯଥା—ନିରେଖି ନିରାଶା—ବିଷେ ନ ହୁଏ ଜର୍ଜର—ମଧୁସୂଦନ ଜୀବନଚିନ୍ତା।)
- ସଂ. ବି. (ନିର୍+ଆଶା; ଆଶାର ଅଭାବ; ପ୍ରାଦିସମାସ) — ବିଷାଦ — ejection
- ସଂ. ବି. (ନିର୍+ଆଶା; ଆଶାର ଅଭାବ; ପ୍ରାଦିସମାସ) — ଚିତ୍ତବୈକ୍ଳବ୍ୟ — Despondency
- ବିଣ. ସ୍ତ୍ରୀ — ନିରାଶର ସ୍ତ୍ରୀଲିଙ୍ଗ — The feminine of Nirāṡa
- ଦେ. ବିଣ.—(ସଂ. ନିରାଶ) — ହତାଶ; ଆଶାଶୂନ୍ୟ; ନିରାଶ — Desperate; hopeless
- ଦେ. ବିଣ.—(ସଂ. ନିରାଶ) — ସିନ୍ଧୁରାଜ ଜୀବନେ ହୋଇଣ ନିରାଶା, ଛାଡ଼ି ଦେଲେଟି କରିଥିଲେ ଯେ ଭରସା। କୃଷ୍ଣସିଂହ. ମହାଭାରତ. ଦ୍ରୋଣ।