ନିଯୁକତ Nij̄ukata

  • ଗ୍ରା. (ପଦ୍ୟ) ବିଣ. (ସଂ. ନିଯୁକ୍ତ) — ନିଯୁକ୍ତ (ଦେଖ) — Nij̄ukata (see)
  • ଗ୍ରା. (ପଦ୍ୟ) ବିଣ. (ସଂ. ନିଯୁକ୍ତ) — ମନ୍ତ୍ରସିଦ୍ଧ ବ୍ରାହ୍ମଣମାନଙ୍କୁ ଡାକିଲେ ସେ ଘର ଚାରିପଟେ ନିଯୁକତ କଲେ-କୃଷ୍ଣସିଂହ. ମହାଭାରତ. ଆଦି।