ନିମିତ୍ୟ Nimitya
- ଗ୍ରା. ବି. (ସଂ. ନିମନ୍ତ୍ରଣ) — ପାରିବାରିକ ଶୁଭାନୁଷ୍ଠାନ — Family ceremonies and festivals
- ଗ୍ରା. ବି. (ସଂ. ନିମନ୍ତ୍ରଣ) — ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଧାରିତ ସ୍ଥାନରେ ଭୋଜନାର୍ଥ ଉପସ୍ଥିତ ହେବା ପାଇଁ ନିମନ୍ତ୍ରଣ — Invitation to a dinner
- ଗ୍ରା. ବି. (ସଂ. ନିମନ୍ତ୍ରଣ) — ଭୋଜୀ — Feast
- ଗ୍ରା. ବି. (ସଂ. ନିମନ୍ତ୍ରଣ) — ଆଶୀର୍ବାଦଘର; ଦୁର୍ବାକ୍ଷତ ଅନୁଷ୍ଠାନ — Consummation of marriage
- ଗ୍ରା. ଅ. (ସଂ. ନିମିତ୍ତଂ) — ନିମନ୍ତେ; ପାଇଁ — For