ନିପୁଣ Nipuṇa

  • ସଂ. ବିଣ. ପୁଂ(ନି+ପୁଣ୍ ଧାତୁ=ସତ୍ କର୍ମ କରିବା+ କର୍ତ୍ତୃ. ଅ) — କୁଶଳ; ପଟୁ; ଦକ୍ଷ — Dexterous; skilful; expert; adroit
  • ସଂ. ବିଣ. ପୁଂ(ନି+ପୁଣ୍ ଧାତୁ=ସତ୍ କର୍ମ କରିବା+ କର୍ତ୍ତୃ. ଅ) — କାର୍ଯ୍ୟକ୍ଷମ; ସମର୍ଥ — Able
  • ସଂ. ବିଣ. ପୁଂ(ନି+ପୁଣ୍ ଧାତୁ=ସତ୍ କର୍ମ କରିବା+ କର୍ତ୍ତୃ. ଅ) — ବିଚକ୍ଷଣ; ଚଲାଖ — Clever
  • ସଂ. ବିଣ. ପୁଂ(ନି+ପୁଣ୍ ଧାତୁ=ସତ୍ କର୍ମ କରିବା+ କର୍ତ୍ତୃ. ଅ) — ପ୍ରଧାନ — Eminent
  • ସଂ. ବିଣ. ପୁଂ(ନି+ପୁଣ୍ ଧାତୁ=ସତ୍ କର୍ମ କରିବା+ କର୍ତ୍ତୃ. ଅ) — ବିଷ୍ଣ ଶିବସେବା କାହା ଭାବରେ ନିପୁଣ—ଭଞ୍ଜ. ବୈଦେହୀଶବିଳାସ।