ନିପୀତ Nipīta

  • ସଂ. ବିଣ—(ନି+ପା ଧାତୁ+କର୍ମ. ତ) — ନିଃଶେଷ ରୂପେ ପାନ କରାଇଥିବା — Imbibed;drunk or quaffed to the last drop
  • ସଂ. ବିଣ—(ନି+ପା ଧାତୁ+କର୍ମ. ତ) — ଉପଲବ୍ଧ; ଗ୍ରସ୍ତ — Absorbed