ନିଠାଇ Niṭhāi

  • ଦେ. କ୍ରି. ବିଣ — ଅଳସୁଆଭାବରେ — Lazily
  • ଦେ. କ୍ରି. ବିଣ — ଧୀରେ ଧୀରେ ଓ ଉତ୍ତମରୂପେ — Thoroughly and slowly; slowly and surely; fastidiously
  • ଦେ. କ୍ରି. ବିଣ — ଦାନ୍ତ ଚିପି କରି ଧୀର ଭାବରେ (କଥା କହିବା) — (to speak) By shutting the jaws
  • ଦେ. କ୍ରି. ବିଣ — ଜୋର୍ କରି — Forcibly; with force
  • ଦେ. କ୍ରି. ବିଣ — ଟଙ୍କାରିଲେ ଯେ ଧନୁକୁ ନିଠାଇ—କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. ବିଣ — ବାରମ୍ବାର — Repeatedly
  • ଦେ. କ୍ରି. ବିଣ — ଅନୁବରତରେ ତା ଘୋଷିଲେ ନିଠାଇ—କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. ବିଣ — ଦୃଢ଼ ଭାବରେ — Firmly
  • ଦେ. କ୍ରି. ବିଣ — ଦ୍ରୌପଦୀଙ୍କର କେଶ ଧଇଲେ ନିଠାଇ—କୃଷ୍ଣସିଂହ. ମହାଭାରତ. ସଭା।
  • ଦେ. କ୍ରି. ବିଣ — ଧୀରେ ସୁସ୍ଥେ; ବିଳମ୍ବରେ — Slowly
  • ଦେ. କ୍ରି. ବିଣ — ଭଲ କରି; ଅଭିନିବେଶପୂର୍ବକ — Closely
  • ଦେ. କ୍ରି. ବିଣ — ନିଠାଇ ଚାହିଁଲେ ମନେ ହୁଏ ପ୍ରତେ—ମଧୁସୂଦନ, ଉତ୍ତରରାମଚରିତ।