ନିଜ ଗାଁ Nija gāñ
- ଦେ. ବି. (କଚିରିଆ) — ଏହି ଗ୍ରାମ — The same village
- ଦେ. ବି. (କଚିରିଆ) — ପୂର୍ବୋକ୍ତ ଗ୍ରାମ — The said village
- ଦେ. ବି. (କଚିରିଆ) — ଆପଣା ଗ୍ରାମ — One's own village
- ଦେ. ବି. (କଚିରିଆ) — [ଦ୍ର—କୌଣସି ଗ୍ରାମର ଜମି ବିକ୍ରି କରାଯାଉଥିଲେ ଉକ୍ତ କବଲାରେ ଯେବେ ସେହି ଗ୍ରାମ ଅଧିବାସୀ କେହି ବ୍ୟକ୍ତି ସାକ୍ଷୀ ପଡ଼େ ତେବେ ଲେଖାଯାଏ ଇସାଦ, ଅମୁକ, ସାକିନ—ନିଜଗାଁ।]