ନିଛଳିଆ Nichhaḻiā

  • ଦେ. ବିଣ. ପୁଂ — ଯେଉଁ ବ୍ୟକ୍ତି ସାମାନ୍ୟ କଥାରେ ବା ଗାଳିରେ ଅଯଥା ଛଳ ବା ଅଭିମାନ କରେ ନାହିଁ — (a person) Who does not take offence at petty matters
  • ଦେ. ବିଣ. ପୁଂ — ନିଷ୍କପଟ — Frank