ନିକ୍ଷା Nikshā

  • ସଂ. ବି. ସ୍ତ୍ରୀ. (ନିଶ୍ ଧାତୁ=ଲାଗି ରହିବା+କର୍ତ୍ତୃ. ଅ+ଆ; କିମ୍ବା ନିକ୍ଷ୍ ଧାତୁ+କର୍ତ୍ତୃ. ଅ+ଆ) — ନିଖ; ଉକୁଣିର ଡିମ୍ବ — The egg of louse; a nit
  • ସଂ. ବି. ସ୍ତ୍ରୀ. (ନିଶ୍ ଧାତୁ=ଲାଗି ରହିବା+କର୍ତ୍ତୃ. ଅ+ଆ; କିମ୍ବା ନିକ୍ଷ୍ ଧାତୁ+କର୍ତ୍ତୃ. ଅ+ଆ) — ଉକୁଣି — Louse