ନାହୁଷ Nāhusha

  • ସଂ. ବି. (ନହୁଷ+ ଅପତ୍ୟାର୍ଥେ. ଅ) — ନହୁଷ ରାଜାଙ୍କ ପୁତ୍ର; ଯଯାତି — j̄aj̄āti, the son of king Nahusha
  • ସଂ. ବି. (ନହୁଷ+ ଅପତ୍ୟାର୍ଥେ. ଅ) — ଗୟ ନାହୁଷ ଆଦି ଯେତେ ଶୁଣ ନାରଦ କହୁଁ ତୋତେ। ଜଗନ୍ନାଥ, ଭାଗବତ।